ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତିବିଭୂତି ବଲାଙ୍ଗୀର ଜିଲ୍ଲା ଭୂଇଁତଳା ଥାନା ଅନ୍ତର୍ଗତ କୋଲଥପାଲି ଠାରେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନଙ୍କ ହାତ ଗୋଡ ବାନ୍ଧି ବର୍ବୋରୋଚିତ ଆକ୍ରମଣ ଘଟଣାକୁ ପ୍ରତିବାଦ କରିବା ସହିତ ନ୍ୟାୟ ପ୍ରଦାନ ଦାବୀରେ ବାଲେଶ୍ଵର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବାଲେଶ୍ଵର ଜିଲ୍ଲାପାଳ ମୟୂର ସୂର୍ଯ୍ୟ ବଂଶୀଙ୍କୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଗଲା। ଦାବୀପତ୍ର ପ୍ରଦାନ