Category: ରାଜନୀତି

ଇତିହାସର ପୃଷ୍ଠାରେ ଏମିତି କିଛି ବ୍ୟକ୍ତିତ୍ୱ ଥାଆନ୍ତି, ଯାହାଙ୍କ ଯୋଗଦାନ ସମାଜ ଓ ଦେଶ ପାଇଁ ଅତୁଳନୀୟ ହୋଇ ମଧ୍ୟ ସମୟର ସ୍ରୋତରେ ଲୁଚିଯାଏ। ସେହିପରି ଜଣେ ମହାନ ସଂଗ୍ରାମୀ, ଶିକ୍ଷାବିତ୍‌ तथा ଲେଖକ ହେଉଛନ୍ତି ୰ ଜଗନ୍ନାଥ ମଲିକ (ପିତା: ସପ୍ନା ମଲିକ), ଯିଏ ସ୍ଥାନୀୟ ଅଞ୍ଚଳରେ ‘ଜଗନ୍ନାଥ ମାଷ୍ଟ୍ରେ’ ଭାବେ ବେଶ୍ ପରିଚିତ।ସେ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଛତ୍ରପୁର (କସବାଜୟପୁର) ଗ୍ରାମର ଥିଲେ।