ଲଣ୍ଡନରେ ଏକାଠି ଦିଶିଲେ ଲଳିତ ମୋଦୀ ଓ ବିଜୟ ମାଲ୍ୟା,ଲଳିତ ମୋଦୀ କହୁଛନ୍ତି ଯେ, ଆମେ ଦୁଇ ପଳାତକ, ଭାରତର ସବୁଠାରୁ ବଡ଼ ପଳାତକ ।