ନୀଳଗିରି ଜରାଜୀର୍ଣ ବସଷ୍ଟାଣ୍ଡର ରୂପ ରେଖ ବଦଳିବ | ହେବ ଅତ୍ୟାଧୁନିକ ବସଷ୍ଟାଣ୍ଡ | ବିଧାୟକଙ୍କ ହସ୍ତକ୍ଷେପ; ବସଷ୍ଟାଣ୍ଡ ପାଇଁ ୧୫ କୋଟି ମଞ୍ଜୁର |