ସର୍ବଭାରତୀୟ ବୈଠକରେ ଯୋଗ ଦେଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଶ୍ରମିକ ଭାଇଭଉଣୀମାନଙ୍କ ଉନ୍ନତି, ସୁରକ୍ଷା ଏବଂ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଶ୍ରମ ନୀତିନିୟମରେ କେନ୍ଦ୍ର ସରକାର ଆଣିବେ ବ୍ୟାପକ ସୁଧାର
କର୍ଣ୍ଣାଟକ ଗସ୍ତରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଲେ ଏକାଦଶ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ବିତର୍କ ଓ ଆଲୋଚନା ହେଉଛି ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳମନ୍ତ୍ର : ବାଚସ୍ପତି