ରାଜଧାନୀରେ ପୁଣି ଆମ ବସ୍ କର୍ମଚାରୀଙ୍କ ଦାଦାଗିରି। ଯୁକ୍ତିତର୍କରୁ ଯାତ୍ରୀଙ୍କୁ ନିସ୍ତୁକ ପିଟିଲେ କଣ୍ଡକ୍ଟର।ବସ ନମ୍ବର OD33AH0166
ରାଜଧାନୀ ପଟିଆ, ଇନଫୋସିଟି ଅଞ୍ଚଳରେ ଶହଶହ ଉଠା ଦୋକାନୀ। ବିଏମସି କର୍ମଚାରୀଙ୍କୁ ମାସିକ ବଟି ଦେଇ ରାସ୍ତାକଡ଼ରେ ବସୁଛନ୍ତି ୟୁପି, ବିହାର, ବଙ୍ଗଳା ଦୋକାନୀ
ଓଡ଼ିଶାର ପୁରପଲ୍ଲୀରେ ଭର୍ତ୍ତି ହୋଇଗଲେଣି ଅବୈଧ ବାଙ୍ଗଲାଦେଶୀ। ଭୁବନେଶ୍ୱର ର ଗଳିକନ୍ଦିରେ ବୁଲୁଛନ୍ତି। ଚିହ୍ନଟ ପ୍ରକ୍ରିୟା ଅଟକାଇଛନ୍ତି ସରକାର