ଚାଷୀଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରୁଛି କୃଷକ ଉତ୍ପାଦକ କ୍ଲଷ୍ଟର – ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ମା କାଳିଜାଇ ଏପିସି କ୍ଲଷ୍ଟରକୁ ପ୍ରଶଂସା
-ରାୟଗଡ଼ା:ଏବେ ସୁଦ୍ଧା ୫ କୋଠା ଓ ୯ଟି ମୂଲ୍ୟବାନ ପ୍ଲଟ୍ ଠାବ – କାଶୀପୁର ରେଞ୍ଜରଙ୍କ ଠାରୁ ନଗଦ ୯.୪୩ ଲକ୍ଷ ଟଙ୍କା ଜବତ କଲେ ଭିଜିଲାନ୍ସ ଅଧିକାରୀ।
ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ, ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ପ୍ରଚ୍ଛଦ ପୃଷ୍ଠାରେ ହେଲା ସ୍ଥାନିତ।
ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଉପରେ MCL ପକ୍ଷରୁ ଦିନିକିଆ କର୍ମଶାଳା, ଜୈବ ବିବିଧତା ସଂରକ୍ଷଣରେ ଯୋଗଦାନ ପାଇଁ ଆହ୍ବାନ ଦେଲେ ମୁଖ୍ୟ ଅତିଥି।
ବଡ଼ଗାଁ ବ୍ଲକ, ବିରିମୁଣ୍ଡା ଗ୍ରାମ:ପୁଣି କଙ୍ଗାରୁ କୋର୍ଟ – ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀଙ୍କୁ ଉଲଗ୍ନ କରି ଗାଁ ରାସ୍ତାରେ ବୁଲାଇଲେ ସ୍ବାମୀ
ଭୁବନେଶ୍ବର ଜନତା ମଇଦାନରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ, ବିକ୍ରି ହେଉଛି ୨୨ଟି ରାଜ୍ୟର ପାରମ୍ପରିକ ସାମଗ୍ରୀ ସହ ବିଭିନ୍ନ ଆସବାବପତ୍ର।