Day: February 3, 2026

ବାଲେଶ୍ୱରରେ ମହାମହିମ ରାଷ୍ଟ୍ରପତି: ଫକୀରମୋହନ ବିଶ୍ବବିଦ୍ୟାଳୟରେ ଭବ୍ୟ ସ୍ୱାଗତ, ସକାଳେ ଯାଜପୁରରେ କଲେ ପିଣ୍ଡଦାନ। ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମା’ ବିରଜାଙ୍କୁ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ଦେଲେ ପିଣ୍ଡ।

ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ବାବୁଙ୍କୁ ହାଇକୋର୍ଟଙ୍କ ଝଟକା: ଅବସର ପରେ ଘର ନଛାଡିଲେ ଗଣିବେ ଫାଇନ୍। “କ୍ୱାର୍ଟର ଆପଣଙ୍କ ଅଧିକାର ନୁହେଁ, ସୁବିଧା ମାତ୍ର”: ବଦଳି କିମ୍ବା ଅବସର ପରେ ଘର ଛାଡିବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ମାମଲା ବାହାନାରେ ସରକାରୀ ଘରେ ରହିହେବନି: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅନୈତିକ ଆଚରଣ ପାଇଁ ଦଣ୍ଡ ବିଧାନ।