Day: February 7, 2026

୨୪ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ମନ୍ତ୍ରୀ ଶ୍ରୀ ବଳ ସାମନ୍ତ  ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ  ଦିବା ୧୧ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌  ପ୍ରଥମ ଥର ପାଇଁ ବିନା ମୂଲ୍ୟରେ ଦିଆଯାଇଛି ଷ୍ଟଲ୍

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୮୦ରୁ ଅଧିକ ପ୍ରକଳ୍ପ, ୩୦ରୁ ଅଧିକ ପଲିସି ଇନିସିଏଟିଭ୍ ନିଆଯିବ ବର୍ତ୍ତମାନ BCPPERର ଅର୍ଥନୈତିକ ଆକାର ୨୨.୪ ବିଲିଅନ ଡଲାର, ୨୦୪୭ ସୁଦ୍ଧା ଏହା ୫୦୦ ବିଲିଅନ୍ ଡଲାରରେ ପହଞ୍ଚିବ ଏ ସମଗ୍ର ଅଞ୍ଚଳକୁ ବିକାଶ ଓ ସମୃଦ୍ଧିର ପ୍ରୟୋଗଶାଳା କରାଯିବ ଭାରତର ଅଭିବୃଦ୍ଧିର ଆକାଶରେ ଏହି ଅଞ୍ଚଳ ଏକ ନୂତନ ତାରକା ଭାବେ ଦୃଶ୍ୟମାନ ହେବ-ମୁଖ୍ୟମନ୍ତ୍ରୀ