ଚୀନ୍ ରୋବୋଟ୍କୁ ‘ମେଡ୍ ଇନ୍ ଇଣ୍ଡିଆ’ କହି ଫସିଲା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ! ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ବିଶ୍ୱବିଦ୍ୟାଳୟ ରଖିଲା ନିଜର ସ୍ପଷ୍ଟୀକରଣ।
ଓଡ଼ିଶାରେ ‘ନମସ୍ତେ’ ଯୋଜନା: ପରିମଳ କର୍ମୀ ଓ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କ ଜୀବିକା ଏବଂ ସାମାଜିକ ନିରାପତ୍ତା ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ I