Day: March 14, 2026

ରାଜ୍ୟସଭା ନିର୍ବାଚନ ପୂର୍ବରୁ ‘ଘୋଡ଼ା ବେପାର’ ଚର୍ଚ୍ଚା: ନବୀନ-ଜୟନାରାୟଣ ମୁହାଁମୁହିଁ। “ବିଜେପି କରୁଛି ଘୋଡ଼ା ବେପାର” – ନବୀନ; “ନବୀନଙ୍କର ଅଛି ଏଥିରେ ବଡ଼ ଅଭିଜ୍ଞତା” – ଜୟନାରାୟଣ। ରାଜନୈତିକ ବାକଯୁଦ୍ଧ: ଜୟନାରାୟଣଙ୍କ କଟାକ୍ଷ – “ବିଜେଡି ବୁଡ଼ିଲା ଡଙ୍ଗା, ନବୀନ ମାନିଲେଣି ପରାଜୟ।”

ରାଜ୍ୟସଭା ରଣନୀତି: ବିଜେପି ଶିବିରରେ ଚଳଚଞ୍ଚଳ; ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ରାଜନୀତିରେ ହଟଚମଟ: କାହା ମୁଣ୍ଡରେ ହାତ ରଖିବ ଦଳ? ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଜେପିର ବଡ଼ ମାନସମନ୍ଥନ। ଶନିବାର ସସପେନ୍ସ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜମୁଛି ନେତାଙ୍କ ଭିଡ଼; ଖୁବଶୀଘ୍ର ସ୍ପଷ୍ଟ ହୋଇପାରେ ରାଜ୍ୟସଭା ଗଣିତ।