କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। – ଦେଶବ୍ୟାପି ଛାତ୍ର ଆନ୍ଦୋଳନ ପରେ ଦେଲେ ଇସ୍ତଫା। – ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ।