ଶିକ୍ଷାବର୍ଷ ୨୦୨୬-୨୭: ପିଜି ନାମଲେଖା ପାଇଁ ସମୟସାରଣୀ ପ୍ରକାଶ; ଜାଣନ୍ତୁ କେବେଠାରୁ ଚଏସ୍ ଲକିଂ, କେବେ ଆରମ୍ଭ ହେବ ପାଠପଢ଼ା
ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ୨୭ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଚଏସ୍ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ ଅଗଷ୍ଟ ୧୧ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା, ୨୫ ଅଗଷ୍ଟରୁ ଆରମ୍ଭ ହେବ ପାଠପଢ଼ା
ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ ଜିତି ଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ: ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ହାସଲ କଲେ ମୁକୁଟ I