ନନ୍ଦନକାନନରେ ପର୍ଯ୍ୟଟକ ବ୍ୟବସ୍ଥାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା; ପରିଦର୍ଶନକୁ ସୁବିଧାଜନକ ଓ ସ୍ମରଣୀୟ କରିବା ଉପରେ ଗୁରୁତ୍ୱ I