ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗ ଦେଲେ ରାଜସ୍ୱ ମନ୍ତ୍ରୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ – କତରବଗା ମୌଜାର ୨୩ ହିତାଧିକାରୀଙ୍କୁ ଜମି ପଟ୍ଟା (RoR) ବଣ୍ଟନ – ଜିଲ୍ଲାର ବିଭିନ୍ନ ବିଦ୍ୟାଳୟଗୁଡ଼ିକ ନାମରେ ୨୧ଟି ଜମି ପଟ୍ଟା ହସ୍ତାନ୍ତର – ସାଧାରଣଲୋକ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମି ଅଧିକାର ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗ ପ୍ରତିବଦ୍ଧ – ରାଜସ୍ୱ ମନ୍ତ୍ରୀ – ଲଖନପୁରଠାରେ ଦ୍ୱିତୀୟ ଅଟଳ ବସ୍ଷ୍ଟାଣ୍ଡର ଶିଳାନ୍ୟାସ, ବେଲପାହାଡ଼ଠାରେ ଅଟଳ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ – ବେଲପାହାଡ଼ ଅଟଳ ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳର ଶୁଭାରମ୍ଭ
ନବୀନଙ୍କ ଜନ୍ମଦିନରେ ନୀଳଗିରିରେ ମେଗା ରକ୍ତଦାନ ଶିବିର; ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଜୋରଦାର ପ୍ରସ୍ତୁତି I
ସର୍ବୋଚ୍ଚ ଅଦାଲତଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ: ନିଖିଲ ୱାଗଲେ ଓ ସଞ୍ଜୟ ରାଉତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର I