-୨୦୨୬ରେ ଆରମ୍ଭ ହେବାକୁ ଥିବା ଜନଗଣନା ସହ ଜାତିଗଣନାକୁ ସାମିଲ କରାଯିବାକୁ କେନ୍ଦ୍ର କ୍ୟାବିନେଟ ନେଲା ନିଷ୍ପତ୍ତି l ଦେଶରେ କେତେ ପ୍ରକାର ଜାତି, ଉପଜାତି ରହିଛନ୍ତି ଏବଂ ସେହି ବର୍ଗଗୁଡ଼ିକର ଜନସଂଖ୍ୟାକୁ ରାଷ୍ଟ୍ରୀୟ ଜନସଂଖ୍ୟାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି l
ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ପାଳନ ସବା ତଳ ପାହାଚରେ ଥିବା ଲୋକଙ୍କ ପାଇଁ ଆମ ସରକାର ସମର୍ପିତ ନୂଆ ସରକାର ଆସିବା ପରଠାରୁ 4 ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକୃତ, 370 କୋଟି ଟଙ୍କା ସହାୟତା ପ୍ରଦାନ ଆଜି 3 ହଜାର ନୂଆ ନିର୍ମାଣ ଶ୍ରମିକ ପଞ୍ଜିକୃତ ହେଲେ, 40 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସହାୟତା ପାଇଲେ ସର୍ବନିମ୍ନ ମଜୁରୀ ଉପରେ 10 ଟଙ୍କା ପରିବର୍ତ୍ତନୀୟ ମହଙ୍ଗା ଭତ୍ତା ବୃଦ୍ଧି, ଏପ୍ରିଲ 1 ରୁ ଲାଗୁ ହେବ ‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍’ର ଶୁଭାରମ୍ଭ ଡୁମ୍ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦ୍ଘାଟିତ ଆମ ସରକାର ଗରିବଙ୍କ ପାଇଁ ସମ୍ବେଦନଶୀଳ ସରକାର- ମୁଖ୍ୟମନ୍ତ୍ରୀ