Day: May 15, 2025

ନୟାଗଡ଼ ଜିଲ୍ଲା( ସିଧା ସମ୍ବାଦ)ଖଣ୍ଡପଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆସନ୍ତା ରବିବାର ଦିନ ୪୦ବର୍ଷ ରୁ ଉର୍ଦ୍ଧ୍ବ ଦୃଷ୍ଟିହିନ ଲୋକ ମାନଙ୍କୁ ଚଷମା ବଣ୍ଟନ କରାଯିବା ସହିତ ଯେଉଁ ମାନଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବାର ଅଛି ସେମାନଙ୍କୁ ମାଗଣାରେ ସୁବିଧା ସୁଯୋଗ ଦିଆଯିବା

ଶେଷ ହେଲା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କ୍ଷେତ୍ର ଅଧିକାରୀଙ୍କ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ବୈଠକ  ରିଟେଲ୍ ସହ ଡିଜିଟାଲ ମାର୍କେଟିଂ ଉପରେ ଫୋକସ୍  କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏବଂ ଓଏନଡିସି ସହଯୋଗରେ ପ୍ରସ୍ତୁତ ହେବ ନକ୍ସା  ବିଶ୍ଵର କୋଣ ଅନୁକୋଣରେ ପହଞ୍ଚିବ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ