ନୟାଗଡ଼ ଜିଲ୍ଲା( ସିଧା ସମ୍ବାଦ)ଖଣ୍ଡପଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଆସନ୍ତା ରବିବାର ଦିନ
ରୁ ଉର୍ଦ୍ଧ୍ବ ଦୃଷ୍ଟିହିନ ଲୋକ ମାନଙ୍କୁ ଚଷମା ବଣ୍ଟନ କରାଯିବା ସହିତ ଯେଉଁ ମାନଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବାର ଅଛି ସେମାନଙ୍କୁ ମାଗଣାରେ ସୁବିଧା ସୁଯୋଗ ଦିଆଯିବା ର ସହିତ ଡାଇବେଟିସ ଓ ବ୍ଳଡପ୍ରେସରରୋଗି ମାନଙ୍କର ପରିକ୍ଷା କରାଯିବା ର କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିରୀକୃତ ହୋଇଛି ସେଥିପାଇଁ ସଂଘ ର ସଦସ୍ୟ ମାନଙ୍କୁ ନେଇ ମା ଉମାଦେବୀ ଘରୋଇ ମୋଟର ଆସୋସିଏସନ୍ କାର୍ଯ୍ୟଳୟଠାରେ ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ର ତତ୍ବାବଧାନରେ ଏକ ସୋତତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି






