ସିପିଆଇ (ଏମ)ପାର୍ଟି କାର୍ଯ୍ୟଳୟ ରେ ଡି.ୱାଇ.ଏଫ.ଆଇ. ଯୁବ ସଂଗଠନ ଗଠିତ । ଶୁଭ୍ର ଶାନ୍ତନୁ ନାୟକ ସଂଯୋଜକ ଭାବେ ନିର୍ବାଚିତ ।