ବିଏମସିରେ ଆକ୍ରମଣ କରିଥିବା ବିଜେପି କର୍ପୋରେଟର ଜୀବନ ରାଉତ ପୁଣି ଥାନାରେ ମହିଳା ପୋଲିସଙ୍କୁ ଅଭଦ୍ର ବ୍ୟବହାର କରି ହାତ ମୋଡ଼ିଲା। ଭିଡିଓ ଭାଇରାଲ
ରାଜ୍ୟରେ ଆଉ ଚାରିଦିନ ବର୍ଷା ହେବ। ଆଜି ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ। ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସିବ, ନଦୀର ଜଳସ୍ତର ବଢିବ, ବନ୍ୟା ହେବ