“ଯିଏ ଅପମାନ ସହି ମଧ୍ୟ ଶିକ୍ଷାର ପ୍ରଦୀପ ଜଳାଇଥିଲେ, ଯିଏ ଅନ୍ଧବିଶ୍ୱାସ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ— ସେହି ମହାନ ବ୍ୟକ୍ତିତ୍ୱ ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।