Day: February 12, 2026

ପୂର୍ବ ଭାରତର ଅଗ୍ରଣୀ ସ୍ୱଚ୍ଛ ଶକ୍ତି ନିବେଶ ଲକ୍ଷ୍ୟସ୍ଥଳ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି ଓଡ଼ିଶା * ଓଡ଼ିଶା ନବୀକରଣୀୟ ଶକ୍ତି ନିବେଶକ ସମ୍ମିଳନୀ ୨୦୨୬ରେ ୬.୮ ଗିଗାୱାଟ କ୍ଷମତା ସହ ₹୬୭ ହଜାର କୋଟିର ପୁଞ୍ଜିନିବେଶ ପ୍ରତିଶୃତି ଅନ୍ତର୍ଭୁକ୍ତ * ୫୦୦୦ ମେଗାୱାଟରୁ ଅଧିକ ଭାସମାନ ସୌର, ୧୮,୦୦୦ ମେଗାୱାଟ ପମ୍ପଡ୍ ଷ୍ଟୋରେଜ୍ ଏବଂ ୫୦୦ MWh ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ ଉନ୍ମୋଚିତ ହୋଇଛି, ଏଥି ସହିତ ପବନଶକ୍ତି,

ରାଜ୍ୟରୁ ଗାଏବ ହେବାରେ ଲାଗିଛି ଶୀତ। ଆଜି କିଛି ଜିଲ୍ଲାରେ ପାରଦ ବଢ଼ିବା ସହ ପୁଣି ଶୀତର ପ୍ରଭାବ କମିଛି। ଗତ ସପ୍ତାହରେ ବିଭିନ୍ନ ଜିଲ୍ଲାରେ ଶୀତ କମିଥିବା ବେଳେ ଏବେ ଧିରେ ଧିରେ ଆହୁରୀ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ତଥା ଶୀତର ସହର କନ୍ଧମାଳ ଜିଲ୍ଲା