ହେଡଲାଇନ୍: ଗ୍ୟାସ୍ ସଙ୍କଟ ମେଣ୍ଟାଇବ କାଠ ଓ କୋଇଲା ଚୁଲା: କଟକଣା ହଟାଇବାକୁ ବିଏମ୍ସିର ସଙ୍କେତ, ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ I
ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟର ପୁନଃରୁଦ୍ଧାର ପାଇଁ ୨୪୭. ୦୨୪ କୋଟି ଟଙ୍କାର ବୁଝାମଣାପତ୍ର ସ୍ଵାକ୍ଷର – ଖାଦ୍ୟ ହିଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଥାଏ, ଏହାର ସୁରକ୍ଷା, ଆମ ପରମ୍ପରାର ସୁରକ୍ଷା – ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ
ପଶ୍ଚିମେଶ୍ୱର ଦେବଙ୍କ ପୀଠରେ ଅଷ୍ଟମ ବାର୍ଷିକ ଆଞ୍ଚଳିକ ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି, ବହୁ ଶ୍ରଦ୍ଧାଳୁଙ୍କ ସମାଗମ।