୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ ଓଡ଼ିଶା ଦିବସ ଠାରୁ ନେଇ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଉତ୍ସବ ମୁଖର ହେବ ଓଡ଼ିଶା ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ସ୍ୱତନ୍ତ୍ର ୱେବ୍ସାଇଟ -Odiapakhya.com ଓଡ଼ିଆଙ୍କୁ ଓଡ଼ିଆ ସଂସ୍କୃତି ସହ ପୁନଃ ସଂଯୋଜିତ କରିବ ଓଡ଼ିଆ ପକ୍ଷ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ