ଶିକ୍ଷାବର୍ଷ ୨୦୨୬-୨୭: ପିଜି ନାମଲେଖା ପାଇଁ ସମୟସାରଣୀ ପ୍ରକାଶ; ଜାଣନ୍ତୁ କେବେଠାରୁ ଚଏସ୍ ଲକିଂ, କେବେ ଆରମ୍ଭ ହେବ ପାଠପଢ଼ା
ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ ଜିତି ଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ: ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ହାସଲ କଲେ ମୁକୁଟ I
ଇତିହାସର ପୃଷ୍ଠାରେ ଏମିତି କିଛି ବ୍ୟକ୍ତିତ୍ୱ ଥାଆନ୍ତି, ଯାହାଙ୍କ ଯୋଗଦାନ ସମାଜ ଓ ଦେଶ ପାଇଁ ଅତୁଳନୀୟ ହୋଇ ମଧ୍ୟ ସମୟର ସ୍ରୋତରେ ଲୁଚିଯାଏ। ସେହିପରି ଜଣେ ମହାନ ସଂଗ୍ରାମୀ, ଶିକ୍ଷାବିତ୍ तथा ଲେଖକ ହେଉଛନ୍ତି ୰ ଜଗନ୍ନାଥ ମଲିକ (ପିତା: ସପ୍ନା ମଲିକ), ଯିଏ ସ୍ଥାନୀୟ ଅଞ୍ଚଳରେ ‘ଜଗନ୍ନାଥ ମାଷ୍ଟ୍ରେ’ ଭାବେ ବେଶ୍ ପରିଚିତ।ସେ ଓଡ଼ିଶାର ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଛତ୍ରପୁର (କସବାଜୟପୁର) ଗ୍ରାମର ଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। – ଦେଶବ୍ୟାପି ଛାତ୍ର ଆନ୍ଦୋଳନ ପରେ ଦେଲେ ଇସ୍ତଫା। – ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ।