ଓଡ଼ିଶା ପୁଲିସର ବଡ଼ ସଫଳତା: ‘ଅପରେସନ୍ ଅନ୍ୱେଷଣ’ରେ ୫,୪୧୩ ଶିଶୁ ଓ ୧୨,୧୭୭ ମହିଳା ଉଦ୍ଧାର, ପୁରୀ ଜିଲ୍ଲା ସର୍ବଶ୍ରେଷ୍ଠ I
ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: କୃଷି ଯନ୍ତ୍ରପାତି ଯୋଜନା ଅବଧି ଆଉ ୫ ବର୍ଷ ବୃଦ୍ଧି, ମଞ୍ଜୁର ହେଲା ₹୨୨୦୦ କୋଟି I
୩୭.୩୨ ଲକ୍ଷ ଟଙ୍କା ହଡ଼ପ ମାମଲା: ବାଲିଆପାଳର ପୂର୍ବତନ ଜୁନିୟର ଆସିଷ୍ଟାଣ୍ଟ ଦେବଦ୍ୟୁତି ନନ୍ଦଙ୍କୁ ଗିରଫ କଲା ଭିଜିଲାନ୍ସ I