Category: ଆଜି ଫୋକସରେ

ବନ୍ୟା ପ୍ରଭାବିତ ଅଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ପ୍ରାଥମିକତା * ପ୍ରଭାବିତ ପାନୀୟ ଜଳ ଉତ୍ସର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ବିକଳ୍ପ ବ୍ୟବସ୍ଥାରେ ଜାରି ରହିଛି ପାନୀୟ ଜଳ ଯୋଗାଣ * ରାଜ୍ୟସ୍ତରରେ ୨୪ ଘଣ୍ଟିଆ ତଦାରଖ ଜାରି, ସମସ୍ତ ଜିଲ୍ଲାରେ କାର୍ଯ୍ୟ କରୁଛି କଣ୍ଟ୍ରୋଲ ରୁମ୍