ପେହଲଗାମ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷାଣା କରିଥିବା ୨୦ଲକ୍ଷର ଅର୍ଥରାଶୀ ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ। ବାଲେଶ୍ବର ସାଂସଦଙ୍କ ସହିତ ସଦର ବିଧାୟକ ମାନସ ଦତ୍ତ ଓ ରେମୁଣା ବିଧାୟକ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ସହାୟତ ଘୋଷଣାର ୧୦ଦିନ ଭିରତରେ ପରିବାରଙ୍କୁ ସହାୟତା ଯୋଗାଇଦେଲେ ଓଡିଶା ସରକାର l
ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀଜଗନ୍ନାଥ ସଂଗୀତାୟନ କକ୍ଷରେ ବିଶ୍ଵ ହସଦିବସ
ମିଟ ଇନ ଇଣ୍ଡିଆ କନକ୍ଳେଭରେ ଓଡିଶା ପର୍ଯ୍ୟଟନ ଓଡିଶା ପର୍ଯ୍ୟଟନ ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଶେଖାୱାତ ମିଟ ଇନ ଇଣ୍ଡିଆ ରେ ଓଡିଶାରେ ମାଇସ(MICE)ର ସମ୍ଭାବ୍ୟ ବିକାଶ ଉପରେ ଆଲୋଚନା