ପେହଲଗାମ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷାଣା କରିଥିବା ୨୦ଲକ୍ଷର ଅର୍ଥରାଶୀ ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ। ବାଲେଶ୍ବର ସାଂସଦଙ୍କ ସହିତ ସଦର ବିଧାୟକ ମାନସ ଦତ୍ତ ଓ ରେମୁଣା ବିଧାୟକ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ସହାୟତ ଘୋଷଣାର ୧୦ଦିନ ଭିରତରେ ପରିବାରଙ୍କୁ ସହାୟତା ଯୋଗାଇଦେଲେ ଓଡିଶା ସରକାର l

👇समाचार सुनने के लिए यहां क्लिक करें

ବାଲେଶ୍ବର୪/୫(ସିଧାସମ୍ବାଦ);

ପେହଲଗାମ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷାଣା କରିଥିବା ୨୦ଲକ୍ଷର ଅର୍ଥରାଶୀ ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ।
ବାଲେଶ୍ବର ସାଂସଦଙ୍କ ସହିତ ସଦର ବିଧାୟକ ମାନସ ଦତ୍ତ ଓ ରେମୁଣା ବିଧାୟକ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ରହିଥିଲେ।
ସହାୟତ ଘୋଷଣାର ୧୦ଦିନ ଭିରତରେ ପରିବାରଙ୍କୁ ସହାୟତା ଯୋଗାଇଦେଲେ ଓଡିଶା ସରକାର l

Sidha Sambad
Author: Sidha Sambad

Leave a Comment

और पढ़ें