ଲେଖକ ଶ୍ରୀ ବିଶ୍ୱମୋହନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ରାଜ୍ୟର 10 ହଜାର ହାଇସ୍କୁଲ ଓ 2 ହଜାର କଲେଜରେ ପୁସ୍ତକଟିକୁ ବଣ୍ଟନ କରିବେ ଲେଖକ
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଜରୁରୀକାଳୀନ ପରିସ୍ଥିତ ସମୟରେ ଜେଲ୍ ଯାଇଥିବା ୨୩ ଜଣ ସଂଗ୍ରାମୀଙ୍କୁ ମିଳିବ ପେନ୍ସନ, ପୂର୍ବରୁ ୨୧ ଜଣ ସଂଗ୍ରାମୀଙ୍କ ପାଇଁ ପେନ୍ସନ ଘୋଷଣା ହୋଇଥିଲା, ସମୁଦାୟ ୪୪ ଜଣ ପାଇବେ ପେନ୍ସନ
ଓଡ଼ିଶା ରାଜ୍ୟ ପାନୀୟ ନିଗମ ଓ ଅବକାରୀ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ୍ ସିଷ୍ଟମ, ଅଟୋ ଇଣ୍ଡେଟିଂ ଅନୁମୋଦନ ସିଷ୍ଟମ, ଓଡ଼ିଶା ରାଜ୍ୟ ପାନୀୟ ନିଗମର ସରକାରୀ ଟ୍ରେଜେରୀ ସହିତ ସଂଯୋଗୀକରଣ ଉଦ୍ଘାଟିତ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୧୨ କୋଟି ସହ ଆନ୍ତରୀଣ ଲାଭାଂଶ ୨୫ କୋଟି ଏବଂ ବାର୍ଷିକ ଲାଭାଂଶ ୧୪ କୋଟି ଟଙ୍କା ପ୍ରଦାନ