ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ * ପୌରାଞ୍ଚଳ ଓ ପରିବହନ ବିଭାଗ କାର୍ଯ୍ୟର ସମୀକ୍ଷା * ସ୍ପଞ୍ଜ କଲୋନୀର ଡ୍ରେନେଜ ସମସ୍ୟାର କଲେ ଅନୁଧ୍ୟାନ