ବାଲିଯାତ୍ରାର ନୂତନ ନାଁ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’।ଚଳିତ ବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ।
ସ୍ୱଚ୍ଛତା ହିଁ ସେବା-2025: ସାମୂହିକ କାର୍ଯ୍ୟାନୁଷ୍ଠାନ ଏବଂ ନାଗରିକ ଅଂଶଗ୍ରହଣ ସହିତ ‘ସ୍ୱଚ୍ଛୋତ୍ସବ “ପାଳନ କରିବା ଲାଗି ୟୁ ଏଲ୍ ବି ଗୁଡ଼ିକୁ ନିର୍ଦେଶ