ବିନା ଅନୁମତିରେ ନିଜସ୍ୱ ଜମି ଉପରେ ରାସ୍ତା ନିର୍ମାଣ କୁ ବିରୋଧ । ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଠାରେ ଦ୍ୱାରସ୍ଥ ଜମି ମାଲିକ ।
ସୁବର୍ଣ୍ଣପୁର ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ:ଅଫିସରେ ନିଶାସକ୍ତ ଅବସ୍ଥାରେ ଶୋଇଥିଲେ ବରିଷ୍ଠ କିରାଣୀ, ହଠାତ କାର୍ଯ୍ୟାଳୟକୁ ପଶି ଆସିଲେ ଜିଲ୍ଲାପାଳ,କିରାଣୀଙ୍କ ଅବସ୍ଥା ଦେଖି ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କଲେ।
ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ, ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଓ ଲାଇସେନ୍ସ।ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି।