ନୀଳଗିରି ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ଗୋଟିଏ ପଟେ ସ୍ଥାନୀୟ ବିଧାୟକଙ୍କୁ ବିରୋଧ କରାଯାଉଥିବା ବେଳେ, ଅନ୍ୟପଟେ ନେତା ସୁକାନ୍ତ ନାୟକଙ୍କ ଶିବିର ଆଡକୁ ମୁହାଁଉଛନ୍ତି କର୍ମୀ ଓ ସାଧାରଣ ଜନତା।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଗୁଡିକ ଉନ୍ମୋଚନ କରୁଛନ୍ତି।