ପୂର୍ତ୍ତ ବିଭାଗର ପ୍ରକଳ୍ପ ୱାରୀ ଖର୍ଚ୍ଚର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ – ଚାଲୁଥିବା ପ୍ରକଳ୍ପ ଶୀଘ୍ର ଶେଷ ଉପରେ ଗୁରୁତ୍ୱ – ଅନ୍ୟ ବିଭାଗରୁ ନିର୍ମାଣ ବିଭାଗ ଅଧୀନକୁ ଆସିଥିବା ନୂତନ ରାସ୍ତାର ହେବ ଉନ୍ନୟନ ଏବଂ ସମ୍ପ୍ରସାରଣ – ଏକାମ୍ର, ସମଲେଇ, ଅବଢ଼ା ସମେତ ବିଭିନ୍ନ ରାସ୍ତା, କୋଠାବାଡି ଓ ସେତୁ ପ୍ରକଳ୍ପ ଉପରେ ଆଲୋଚନା
ଅପରେସନ ନ୍ୟାୟସିଦ୍ଧ’ ପୃଥକ ଦୁଇ ମାମଲାରେ ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ ନାବାଳିକାମାନଙ୍କୁ ଯୌନ ଶୋଷଣ କରୁଥିବା ଅପରାଧୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ନ୍ୟାୟସିଦ୍ଧ’ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ତ୍ୱରିତ ତଦନ୍ତ, ଶୀଘ୍ର ଚାର୍ଜସିଟ୍ ଦାଖଲ ଓ ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଜିଲ୍ଲାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି।
୪ ବର୍ଷ ପରେ ବି ମା ଉମାଦେବୀ ମନ୍ଦିର ବିଶ୍ରାମାଗାର ଗୃହ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି, କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡ଼ୁ I
ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର।୯ଟା ୩୦ ପର୍ଯ୍ୟନ୍ତ ସେଣ୍ଟରକୁ ଆସିଲେ ପରୀକ୍ଷା ଦେଇପାରିବେ: ବୋର୍ଡ ସଭାପତି I