ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ ସବ୍ୟସାଚୀ । *ଛାତ୍ର/ଛାତ୍ରୀଙ୍କ ସହ ବୃକ୍ଷରୋପଣ ଓ ଯୁବପିଢ଼ିଙ୍କୁ ଦେଲେ ନିଶାମୁକ୍ତର ବାର୍ତ୍ତା। *ସଂସ୍କାର କେନ୍ଦ୍ର ପରିବାରପକ୍ଷରୁ ପ୍ରବୋଧନ’ କାର୍ଯ୍ୟକ୍ରମ ଅନୁଷ୍ଠିତ।