ହାୱଡ଼ା ଯାଉଥିଲେ ସାବଧାନ! ରେଳ ଚଳାଚଳ ଠପ୍, ଅଟକିଛି ଅନେକ ଟ୍ରେନ। ଯାଜପୁର ଦୁର୍ଘଟଣାର ବଡ଼ ପ୍ରଭାବ।

👇समाचार सुनने के लिए यहां क्लिक करें

ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଆପଣଙ୍କ ଆତ୍ମୀୟ ସ୍ୱଜନ ଯଦି ହାୱଡ଼ା ଯାଉଥିବା କୌଣସି ଟ୍ରେନରେ ଅଛନ୍ତି, ତେବେ ତୁରନ୍ତ ଷ୍ଟେସନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Sidha Sambad
Author: Sidha Sambad

Leave a Comment

और पढ़ें