କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବାରିଣୀପୁଟ ଅଞ୍ଚଳରେ ଏହି ପୁରାତନ କେନାଲ ବ୍ରିଜ୍ ଧସିବା ଫଳରେ ସ୍ଥାନୀୟ ଲୋକଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।
ଚୀନ୍ ରୋବୋଟ୍କୁ ‘ମେଡ୍ ଇନ୍ ଇଣ୍ଡିଆ’ କହି ଫସିଲା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ! ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ବିଶ୍ୱବିଦ୍ୟାଳୟ ରଖିଲା ନିଜର ସ୍ପଷ୍ଟୀକରଣ।
୪ ବର୍ଷ ପରେ ବି ମା ଉମାଦେବୀ ମନ୍ଦିର ବିଶ୍ରାମାଗାର ଗୃହ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି, କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡ଼ୁ I