ସାମାଜିକ ଅନ୍ତର୍ଭୁକ୍ତିକରଣ ଅଭିଯାନ: ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍) ଦ୍ଵାରା ୪ ଲକ୍ଷରୁ ଅଧିକ ପରିବାରକୁ ଏସ୍.ଏଚ୍.ଜିରେ ଅନ୍ତର୍ଭୁକ୍ତିକରଣ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିମାନଙ୍କର ଅନ୍ତର୍ଭୁକ୍ତିକରଣ ଉପରେ ବିଶେଷ ଧ୍ୟାନ