ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ ୪୬ ହଜାରରୁ ଉର୍ଦ୍ଧ୍ଵ ସିଆରପି ଭଉଣୀମାନଙ୍କୁ ସ୍ମାର୍ଟ ଫୋନ, ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ଏବଂ ପରିଚୟ କାର୍ଡ ଏସ୍.ଏଚ୍.ଜି ମା’ମାନକୁ ୧୯୭. ୬୬ କୋଟି ଟଙ୍କା ସୁଧ ଫେରସ୍ତ