Day: June 5, 2026

ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ ସମ୍ମିଳନୀ ଅନୁଷ୍ଠିତ • ବ୍ୟାପକ ଚଢ଼ାଉ ସହ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ * ପେସାଦାର ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ • ବିଭିନ୍ନ ବିଭାଗ ସମନ୍ୱୟରେ ବେଆଇନ ନିଶା କାରବାର ରୋକିବା ଦିଗରେ ପରାମର୍ଶ

ବଢିପାରେ ସ୍କୁଲ ଖରାଛୁଟି ଅବଧି! ଗଣଶିକ୍ଷା ମନ୍ତ୍ରୀ ଦେଲେ ବଡ଼ ସୂଚନା। ୨୨ ଜୁନ୍‌ରେ ଖୋଲିବ ନା ଆଗକୁ ଘୁଞ୍ଚିବ ସ୍କୁଲ? ରାଜ୍ୟରେ ଖରା ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ପୁଣି ବଦଳିପାରେ ସ୍କୁଲ ଖୋଲିବା ସମୟ, ସୂଚନା ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।