Day: October 2, 2026

ରବୀନ୍ଦ୍ର ମଣ୍ଡପରେ ‘ଲୋକ ରଞ୍ଜନୀ- ଆମ କଳା ଆମ ଅସ୍ମିତା’ କାର୍ଯ୍ୟକ୍ରମ ଆୟୋଜିତ ୩୦ଟି ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶିତ ଲୋକକଳା ଆମ ଗର୍ବ ଓ ଗୌରବ, ଏହାର ସଂରକ୍ଷଣରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ