ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୁଟ୍ରା ଗଡ଼ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଗ୍ରାମ ରେ ମା ମାଣିକେଶ୍ବରୀ ଯାତ୍ରା ରା ଅନୁଷ୍ଟିତ

👇समाचार सुनने के लिए यहां क्लिक करें

ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୁଟ୍ରା ଗଡ଼ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ଗ୍ରାମ ରେ ମା ମାଣିକେଶ୍ବରୀ ଯାତ୍ରା ରା ଅନୁଷ୍ଟିତ ହୋଇଯାଇଛି। ଏହି ଯାତ୍ରା ଟି ବାର ( ୧୨) ଦିନ ଧରି ଚାଲି ଆସୁଥିଲା। ଏହି ଦିନ ମାନଙ୍କରେ ମା ଙ୍କ ଘଟ ସାହି ପରିକ୍ରମା କରାଯାଉଥିଲା।ଆଜି ଅନ୍ତିମ ଦିନରେ ମା ଙ୍କ ଅଗ୍ନି ପରୀକ୍ଷା ସାନ୍ଦ୍ୟା ସମୟ ରେ ଅନୁଷ୍ଟିତ ହୋଇଥିଲା। ମୂଖ୍ୟ ପୂଜାରୀ କୃଷ୍ଣା ଭାଟ, ପୁରୋହିତ ରମେଶ ମହାପାତ୍ର, କମେଶ ଭାଟ, ଚନ୍ଦ୍ର ଶେଖର ଭାଟ, ପାଲିକ ଭାଟ, ରଘୁନାଥ ଭାଟ, ରତନକର ଭାଟ, ଭୀମ ଦୋଲେଇ ପୂଜକ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରୀ ଥାନ୍ତି। ଗ୍ରାମ ବାସୀ ବୃନ୍ଦ ଓ ଆଖ ପାଖ ଗ୍ରାମ ର ଭକ୍ତ ମାନେ ସହୋଜଗ କରିଥାନ୍ତି। ମା ସିମିଲି ଗଚ୍ଛ ଫାଟି କରି ଉଭା ହୋଇ ଛନ୍ତି । ଏହି ଯାତ୍ରା ଟି ୧୫୦ ବର୍ଷ ରୁ ଧରି ଚାଲି ଆସିଛି। ଏ ଠାରେ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ କରି ଥା ଏ ବୋଲି ୧୦୦୦ ସଂଖ୍ୟକ ଭକ୍ତ ମାନଙ୍କ ସମାଗମ ଦେଖିବକୁ ମିଳିଥାଏ।

Sidha Sambad
Author: Sidha Sambad

Leave a Comment

और पढ़ें