ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିମାଣୀ ସେବା ସମବାୟ ସମିତି ଲିଃ ରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା ସମବାୟ ସମିତି ର ସଭାପତି ସମ୍ପାଦକ ବିଓ ସେକ୍ରେଟାରୀ ଚାଷୀ ମାନଙ୍କୁ ନେଇ ଶୁଭାରମ୍ଭ କରାଯାଇଛି ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ସହାୟତା ରାଶି ପ୍ରଦାନ ପୂର୍ବକ କୁଣ୍ଟାଲ ପ୍ରତି 3100 ଟଙ୍କାରେ ଧନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀ ମାନେ ଭଲ ଧନ ଦେବାକୁ କହିଥିଲେ ସମବାୟ ସମିତି ରେ 378 ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ 41 ଜଣ ଚାଷୀ ଙ୍କର ଟୋକନ ଆସିଛି ଏହି ଶୁଭ ଉଦଘାଟନ ପଞ୍ଚାୟତର ସମସ୍ତ ଚାଷୀ ପ୍ରମୁଖ ଉପସ୍ଥିତ ରହିଥିଲେ





