ବକ୍ସ ଅଫିସରେ ନିଆଁ ଲଗାଇଲା ସନ୍ନି ଦେଓଲଙ୍କ ଫିଲ୍ମ ‘ବର୍ଡର-୨’। ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ଫିଲ୍ମଟି ଏକ ବଡ଼ ଧମାକା କରିଛି।

👇समाचार सुनने के लिए यहां क्लिक करें

ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ, ‘ବର୍ଡର-୨’ ନିଜର ଓପନିଂ ଡେ’ ବା ପ୍ରଥମ ଦିନରେ ପାଖାପାଖି ୨୨ଟି ବଡ଼ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି। ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ୍ ଏବଂ ହାଉସ୍‌ଫୁଲ୍ ସୋ’ ପ୍ରମାଣ କରୁଛି ଯେ ଦର୍ଶକମାନେ ଏହି ଯୁଦ୍ଧ ଭିତ୍ତିକ ସିନେମାକୁ କେତେ ପସନ୍ଦ କରୁଛନ୍ତି। ୨୭ ବର୍ଷ ତଳେ ଆସିଥିବା ‘ବର୍ଡର’ର ସିକ୍ୱେଲକୁ ନେଇ ଯେଉଁ କ୍ରେଜ୍ ଥିଲା, ତାହା ବକ୍ସ ଅଫିସ କଲେକ୍ସନରେ ସ୍ପଷ୍ଟ ବାରି ହୋଇପଡୁଛି।

 ତେବେ ଆପଣ ‘ବର୍ଡର-୨’ ଦେଖିଲେଣି କି ନାହିଁ? କମେଣ୍ଟ କରି ଜଣାନ୍ତୁ

Sidha Sambad
Author: Sidha Sambad

Leave a Comment

और पढ़ें