Category: ଆଜି ଫୋକସରେ

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଣୋହି ଜମି ହଡ଼ପ ଉଦ୍ୟମକୁ ବଡ଼ ଝଟକା ! – ଦୁଇଟି ମାମଲାରେ କିସମ ପରିବର୍ତ୍ତନ ପାଇଁ ଆସିଥିଲା ଜମି, ଶେଷରେ ଜମି ଫେରିଲା ମହାପ୍ରଭୁଙ୍କ ନାମରେ – ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ଆଇନ, ୧୯୫୮ ର ଧାରା ୩୨ ରେ ଥିବା କ୍ଷମତା ବଳରେ ରାଜସ୍ୱ ପର୍ଷଦ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ

‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ଆହ୍ୱାନ କେବଳ ନିଜ ଘର ନୁହେଁ, ଘର ଆଗ ରାସ୍ତା ଓ ନିଜ କଲୋନୀକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର ସହର ଆମର, ଏହାକୁ ସ୍ୱଚ୍ଛ ରଖିବା ଦାୟିତ୍ୱ ମଧ୍ୟ ଆମର- ମୁଖ୍ୟମନ୍ତ୍ରୀ

ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ର ଶୁଭାରମ୍ଭ ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ ଷ୍ଟାର୍ଟଅପ୍‌ ଓଡ଼ିଶା ୱେବସାଇଟ https://osfic.startupodisha.org/register ପଞ୍ଜୀକରଣ କରି ଅଂଶଗ୍ରହଣ କରିପାରିବେ ପ୍ରତିଯୋଗିତାରେ ମୋଟ ୨୧ଟି ପ୍ରମୁଖ ବିଷୟ, ବିଜେତାଙ୍କୁ ମିଳିବ ଆର୍ଥିକ ପୁରସ୍କାର ଏମ୍ସ ଭୁବନେଶ୍ୱର, ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଏବଂ ଆସୋଚାମ ସହିତ ବୁଝାମଣାପତ୍ର ସ୍ୱାକ୍ଷର ଅଗ୍ରଣୀ ଇନ୍‌କ୍ୟୁବେଟରଙ୍କୁ ଏକକାଳୀନ ପୁଞ୍ଜି ଅନୁଦାନ ପ୍ରଦାନ