ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ (TPSODL) ଜେଇ: ଇଟା ଭାଟିକୁ ଲାଇନ୍ ଦେବା ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ। ମାଲକାନଗିରିରେ ଭିଜିଲାନ୍ସ ଚଢ଼ଉ: ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ ଓ ସହଯୋଗୀ।
ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ବାବୁଙ୍କୁ ହାଇକୋର୍ଟଙ୍କ ଝଟକା: ଅବସର ପରେ ଘର ନଛାଡିଲେ ଗଣିବେ ଫାଇନ୍। “କ୍ୱାର୍ଟର ଆପଣଙ୍କ ଅଧିକାର ନୁହେଁ, ସୁବିଧା ମାତ୍ର”: ବଦଳି କିମ୍ବା ଅବସର ପରେ ଘର ଛାଡିବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ମାମଲା ବାହାନାରେ ସରକାରୀ ଘରେ ରହିହେବନି: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅନୈତିକ ଆଚରଣ ପାଇଁ ଦଣ୍ଡ ବିଧାନ।
ସୁନା-ରୁପା କିଣିବାକୁ ସୁବର୍ଣ୍ଣ ସୁଯୋଗ: ଦିନକରେ ବହୁତ ଖସିଲା ଦର। ଶସ୍ତା ହେଲା ସୁନା, ଖସିଲା ରୁପା ଦର: ଜାଣନ୍ତୁ ଆଜିର ନୂଆ ରେଟ୍। ଗ୍ରାହକଙ୍କ ପାଇଁ ଖୁସି ଖବର: ତଳମୁହାଁ ସୁନା-ରୁପା, ଦର ଖସିଲା ଢେର୍।