Category: ଆଜି ଫୋକସରେ

୨୪ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ମନ୍ତ୍ରୀ ଶ୍ରୀ ବଳ ସାମନ୍ତ  ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ  ଦିବା ୧୧ରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ଷ୍ଟଲ୍‌  ପ୍ରଥମ ଥର ପାଇଁ ବିନା ମୂଲ୍ୟରେ ଦିଆଯାଇଛି ଷ୍ଟଲ୍

ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ: ‘କର୍ତ୍ତା’ଙ୍କ ସମ୍ପତ୍ତିରେ ପରିବାରର ସମସ୍ତଙ୍କ ଅଧିକାର ଯୌଥ ପରିବାରର କର୍ତ୍ତାଙ୍କ ନିଜସ୍ୱ ଅର୍ଜିତ ସମ୍ପତ୍ତି ବି ‘ଫ୍ୟାମିଲି ପ୍ରପର୍ଟି’! ସମ୍ପତ୍ତି ଭାଗବଣ୍ଟା ନେଇ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି