Category: ଆଜି ଫୋକସରେ

ବର୍ଷା ଏବଂ ବନ୍ୟା ଜନିତ କ୍ଷୟକ୍ଷତିର ତ୍ୱରିତ ଆକଳନ ଓ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ – ବନ୍ୟା ପ୍ରଭାବିତ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ରାଜସ୍ୱ ମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ – ଫସଲ, ମାଛଧରା ଜାଲ, ଡଙ୍ଗା ଓ ଘରବାଡ଼ି କ୍ଷୟକ୍ଷତିର ରିପୋର୍ଟ ଶୀଘ୍ର ଦାଖଲ ପାଇଁ ନିର୍ଦ୍ଦେଶ – ତ୍ଵରିତ କ୍ଷତିପୂରଣ ପ୍ରଦାନ ସହ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ଉପରେ ଗୁରୁତ୍ୱ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ ଯୋଗଦେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସମାଧାନର ନିକଟତର ହେଉଛୁ, ଖୁବ ଶୀଘ୍ର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବାର ଆଶା- ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ସମାଧାନ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ‘ମଡେଲ ଡିସ୍‌ପୁଟ ରିଜୋଲ୍ୟୁସନ୍’ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା