ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ୮୮ ପ୍ରତିଶତ ଧାନ କ୍ରୟ କରାଯାଇସାରିଛି ୧ ଲକ୍ଷ ୨୧ ହଜାରରୁ ଉର୍ଦ୍ଧ୍ୱ ଅନ୍ନଦାତାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରେରଣ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା ସହିତ ଅନ୍ନଦାତାଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଛି ଦିଗପହାଣ୍ଡି ବ୍ଲକରେ ଜ଼ିଲ୍ଲାର ସର୍ବାଧିକ ୯୫.୦୬ ପ୍ରତିଶତ, ପାତ୍ରପୁର ବ୍ଲକରେ ଦ୍ଵିତୀୟ ସର୍ବାଧିକ ୯୪.୯୩ ପ୍ରତିଶତ ଧାନ କ୍ରୟ ଚାଷୀଭାଇଭଉଣୀମାନଙ୍କର ସମସ୍ୟାକୁ ଜିଲ୍ଲା ପ୍ରଶାସନ ସବୁବେଳେ ଗୁରୁତ୍ୱର ସହିତ ଗ୍ରହଣ କରିଛି: ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଓ୍ବାସନ୍
ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି ଗଣତି ମଣତିର SOP ସମ୍ପର୍କରେ ମୁଖ୍ୟମନ୍ତ୍ରୀ କଲେ ବିସ୍ତୃତ ଆଲୋଚନା ୧୯୭୮ର ତାଲିକା ସହିତ ମେଳକ କରାଯିବ ସମ୍ପୂର୍ଣ୍ଣ ଅଳଙ୍କାରାଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାକୁ ନେଇ ଆସିଥିବା ନୂଆ ଅପଡେଟ୍ ଅନୁଯାୟୀ, ଏହି ଘଟଣାରେ ଏକ ବଡ଼ ଧରଣର ମୋଡ଼ ଆସିଛି।